ପଦ୍ୟ ସମୂହ
- ଅସତୋ ମା ସଦଗମୟ।
- ତମସୋ ମା ଜ୍ୟୋତିର୍ଗମୟ।
- ମୃତ୍ୟୋର୍ମା ଅମୃତଂ ଗମୟ।
- ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।
ଅର୍ଥ
ମୋତେ ଅସତ୍ ରୁ ସତ୍ ଆଡକୁ ଘେନିଯାଅ, ଅନ୍ଧକାରରୁ ଆଲୋକ ଆଡକୁ ଘେନି ଯାଅ, ମୃତ୍ୟୁରୁ ଅମୃତତ୍ୱ ଆଡକୁ ଘେନି ଯାଅ।
[/vc_column_text][/vc_column][vc_column width=”1/2″][vc_custom_heading text=” ଭିଡ଼ିଓ” font_container=”tag:h5|text_align:left|color:%23d97d3e” use_theme_fonts=”yes” el_class=”od-noto” css=”.vc_custom_1689701135933{margin-top: 0px !important;}”][vc_column_text][/vc_column_text][/vc_column][/vc_row][vc_row css_animation=”fadeIn” el_class=”tab-design”][vc_column][vc_empty_space][vc_custom_heading text=”ବ୍ୟାଖ୍ୟା” font_container=”tag:h5|font_size:16px|text_align:left|color:%23d97d3e” google_fonts=”font_family:Muli%3A300%2C300italic%2Cregular%2Citalic|font_style:300%20light%20regular%3A300%3Anormal” el_class=”od-noto Exp-sty”][vc_column_text css=”.vc_custom_1689701423844{margin-top: 15px !important;}” el_class=”od-noto Exp-sty”]ଅସତୋ | ଯାହା ଶାଶ୍ଵତ ନୁହଁ |
---|---|
ମା | ମୋତେ |
ସଦ୍ ଗମୟ | ସତ୍ ଆଡକୁ ମୋତେ ଘେନି ଯାଅ |
ତମସୋ | ଅନ୍ଧକାରରୁ |
ଜ୍ୟୋତିର୍ଗମୟ | ଆଲୋକ ଆଡ଼କୁ ଘେନି ଯାଅ |
ମୃତ୍ୟୋର୍ | ମୃତ୍ୟୁ ଠାରୁ |
ଅମୃତଂ ଗମୟ | ଯାହା ଚିରନ୍ତନ, ଶାଶ୍ୱତ |
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ | ଆଧିଭୌତିକ, ଆଧିଦୈବିକ, ଆଧ୍ୟାତ୍ମିକ ଶାନ୍ତି। |