ଲିରିକ୍ସ
- ଓଁକାରଂ ବିନ୍ଦୁ ସଂଯୁକ୍ତଂ ନିତ୍ୟମ ଧ୍ୟାୟନ୍ତି ଯୋଗିନଃ
- କାମଦଂ ମୋକ୍ଷଦଂ ଚୈବ ଓଁକାରାୟ ନମୋ ନମଃ।।
ଅର୍ଥ
ଯୋଗୀମାନେ ନିରନ୍ତର ବିନ୍ଦୁ ଯୁକ୍ତ ଓଁ କାରକୁ ଧ୍ୟାନ କରନ୍ତି । ଯେଉଁ ଶାଶ୍ୱତ ଓଁକାର ଆମର କାମନା ପୂରଣ କରେ ଓ ଆମକୁ ମୋକ୍ଷ ପ୍ରଦାନ କରେ, ସେହି ଓଁକାର ନିକଟରେ ଆମେ ମଥାନତ କରି ପ୍ରଣାମ କରୁଛୁ ।
ବିନ୍ଦୁ ଯୁକ୍ତ ଓଁକାର ସୂଚନା ଦିଏ ଯେ ଆମେ ସମସ୍ତେ ଓଁକାରର ସେହି ବିନ୍ଦୁ ସଦୃଶ ଯେଉଁଠୁ ଆମେ ଆସିଛୁ । ଓଁ ଈଶ୍ୱରଙ୍କ ଶବ୍ଦମୟ ପ୍ରତୀକ । ଜୀବାତ୍ମାକୁ ସୂଚିତ କରୁଥିବା ବିନ୍ଦୁ ସାର୍ବଭୌମ୍ୟ ପରମାତ୍ମାକୁ ସୂଚିତ କରୁଥିବା ନିରାକାର ଓଁ ସହ ସଂଯୁକ୍ତ । ଯୋଗୀମାନେ ସେହି ଶାଶ୍ଵତ ସମ୍ପର୍କକୁ ହିଁ ଧ୍ୟାନ କରିଥାନ୍ତି ।
[/vc_column_text][/vc_column][vc_column width=”1/2″][vc_custom_heading text=” ଭିଡ଼ିଓ ” font_container=”tag:h5|text_align:left|color:%23d97d3e” use_theme_fonts=”yes” el_class=”od-noto” css=”.vc_custom_1689146804723{margin-top: 0px !important;}”][vc_column_text el_class=”video-sty”][/vc_column_text][/vc_column][/vc_row][vc_row css_animation=”fadeIn” el_class=”tab-design”][vc_column][vc_empty_space][vc_custom_heading text=”ବ୍ୟାଖ୍ୟା” font_container=”tag:h5|font_size:16px|text_align:left|color:%23d97d3e” google_fonts=”font_family:Muli%3A300%2C300italic%2Cregular%2Citalic|font_style:300%20light%20regular%3A300%3Anormal” el_class=”od-noto Exp-sty”][vc_column_text css=”.vc_custom_1689147043765{margin-top: 15px !important;}” el_class=”od-noto”]ଓଁକାରଂ ବିନ୍ଦୁ ସଂଯୁକ୍ତଂ | ଚନ୍ଦ୍ର ଓ ବିନ୍ଦୁ ସହ ଲିଖିତ ଓଁ |
---|---|
ନିତ୍ୟ | ପ୍ରତ୍ୟେକ ଦିନ |
ଧ୍ୟାୟନ୍ତି | ଧ୍ୟାନ କରନ୍ତି |
ଯୋଗୀନଃ | ସନ୍ଥ ଯୋଗୀ। ଯୋଗୀ, ସେ ଯେ ସମସ୍ତଙ୍କ ମଧ୍ୟରେ ଈଶ୍ୱରଙ୍କ ଉପସ୍ଥିତିକୁ ସନ୍ଦର୍ଶନ କରନ୍ତି। |
କାମ | କାମନା |
ଦମ୍ | ଦିଅନ୍ତି, ପୂର୍ଣ୍ଣ କରନ୍ତି |
ମୋକ୍ଷଦମ୍ | ମାୟାର ବିନଷ୍ଟ ବା ଭ୍ରମର ଧ୍ଵଂସ |
ଚୈବ | ଏବଂ |
ଓଁ କାରାୟ ନମୋ ନମଃ | ମୁଁ ସେହି ଓଁ ଙ୍କୁ ପ୍ରଣାମ କରୁଛି । |