- Sri Sathya Sai Balvikas - https://sssbalvikas.in/od/ -

ଗୁରୂର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ

Print Friendly, PDF & Email [1]
[vc_row css_animation=”fadeIn” css=”.vc_custom_1612410497958{padding-top: 0px !important;}” el_class=”scheme_default”][vc_column width=”1/2″][vc_custom_heading text=”ଅଡିଓ ” font_container=”tag:h5|text_align:left|color:%23d97d3e” use_theme_fonts=”yes” el_class=”od-noto” css=”.vc_custom_1689268606470{margin-top: 0px !important;}”][vc_column_text el_class=”title-para postaudio”] http://sssbalvikas.in/wp-content/uploads/2021/03/gurur_brahma.mp3 [2] [/vc_column_text][vc_column_text el_class=”od-noto”]
ପଦ୍ୟସମୁହ
ଅର୍ଥ

ସେହି ମହାନ ଗୁରୁ ଯିଏ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଏବଂ ଯିଏ ବସ୍ତୁତଃ ପରମସତ୍ତା, ତାଙ୍କୁ ମୋର ପ୍ରଣାମ।

[/vc_column_text][/vc_column][vc_column width=”1/2″][vc_custom_heading text=” ଭିଡ଼ିଓ ” font_container=”tag:h5|text_align:left|color:%23d97d3e” use_theme_fonts=”yes” el_class=”od-noto” css=”.vc_custom_1689269015699{margin-top: 0px !important;}”][vc_column_text el_class=”video-sty”][/vc_column_text][/vc_column][/vc_row][vc_row css_animation=”fadeIn” el_class=”tab-design”][vc_column][vc_empty_space][vc_custom_heading text=”ବ୍ୟାଖ୍ୟା” font_container=”tag:h5|font_size:16px|text_align:left|color:%23d97d3e” google_fonts=”font_family:Muli%3A300%2C300italic%2Cregular%2Citalic|font_style:300%20light%20regular%3A300%3Anormal” el_class=”od-noto Exp-sty”][vc_column_text css=”.vc_custom_1689268972132{margin-top: 15px !important;}” el_class=”od-noto”]
ଗୁରୁର୍ ପ୍ରକୃତ ଗୁରୁ ସେ, ଯିଏ ଅନୁଭୂତି ମାଧ୍ୟମରେ ସତ୍ୟ କ’ଣ ଜାଣନ୍ତି ଏବଂ ଯାହାର ଦୈନନ୍ଦିନ କାର୍ଯ୍ୟାବଳୀ, ବଚନ ଓ ଚିନ୍ତା ଏହି ସତ୍ୟକୁ ପ୍ରତି ଫଳିତ କରେ।
ବ୍ରହ୍ମା ଗୁରୁ ହେଉଛନ୍ତି ବ୍ରହ୍ମାଙ୍କର ସଦୃଶ ଯିଏ ପିଲା ଭିତରେ ଭଲ ଅଭ୍ୟାସର ସର୍ଜନା କରନ୍ତି।
ବିଷ୍ଣୁ ସେ ବିଷ୍ଣୁଙ୍କ ପରି, କାରଣ ସେ ପିଲାମାନଙ୍କ ଭିତରେ ଥିବା ସୁଗୁଣର ସୁରକ୍ଷା କରନ୍ତି।
ଗୁରୁର୍ଦେବୋ ମହେଶ୍ବର ସେ ମହେଶ୍ବରଙ୍କ ପରି କାରଣ ସେ ପିଲା ମାନଙ୍କ ମଧ୍ୟରୁ ଦୁଶ୍ଚିନ୍ତା ଓ ଦୂର୍ଗୁଣ ଗୁଡ଼ିକୁ ବିନଷ୍ଟ କରନ୍ତି।
ଗୁରୁ଼ଃ ସାକ୍ଷାତ୍ ପରମବ୍ରହ୍ମ ଯେହେତୁ ଜଣେ ନିଷ୍ଠାବାନ ଗୁରୁଙ୍କୁ ତ୍ରିଦେବଙ୍କ ଏହି ତିନୋଟି କାର୍ଯ୍ୟ କରିବାକୁ ହୁଏ, ତାଙ୍କୁ ସେମାନଙ୍କ ଠାରୁ ଅଧିକ ପବିତ୍ର ଓ ମହାନ ମନେକରଯାଏ।
ତସ୍ମୈ ଶ୍ରୀ ଗୁରବେ ନମଃ ସେହି ଗୁରୁଶ୍ରେଷ୍ଠଙ୍କୁ ପ୍ରଣାମ।
[/vc_column_text][/vc_column][/vc_row]