- Sri Sathya Sai Balvikas - https://sssbalvikas.in/od/ -

ହରିର୍ଦାତା

Print Friendly, PDF & Email [1]
[vc_row css_animation=”fadeIn” css=”.vc_custom_1612410497958{padding-top: 0px !important;}” el_class=”scheme_default”][vc_column width=”1/2″ el_class=”od-noto”][vc_custom_heading text=”ଅଡିଓ” font_container=”tag:h5|text_align:left|color:%23d97d3e” use_theme_fonts=”yes” el_class=”od-noto” css=”.vc_custom_1689527365156{margin-top: 0px !important;}”][vc_column_text el_class=”title-para postaudio”] http://sssbalvikas.in/wp-content/uploads/2021/04/harir_data.mp3 [2] [/vc_column_text][vc_column_text el_class=”od-noto”]
ପଦ୍ୟ ସମୂହ:
ଅର୍ଥ

ହରି, ସର୍ବ ଜୀବଙ୍କର ପ୍ରଭୁ। ସେ ହେଉଛନ୍ତି ଦାତା, ଭୋକ୍ତା ଓ ସ୍ଵୟଂ ଖାଦ୍ୟ। ବିପ୍ରଙ୍କ ଶରୀର ହିଁ ହରି। (ବିପ୍ର ସିଏ, ଯିଏ ଦିବ୍ୟଜ୍ଞାନ ଓ ପ୍ରଜ୍ଞାର ଉଜ୍ଵଳତାରେ ଉଦ୍ଭାସିତ।) ହରି ହେଉଛନ୍ତି ସେ, ଯିଏ ନିଜେ ଖାଦ୍ୟ ଗ୍ରହଣ କରନ୍ତି ଓ ଅନ୍ୟକୁ ମଧ୍ୟ ଖାଦ୍ୟ ପ୍ରଦାନ କରନ୍ତି।

[/vc_column_text][/vc_column][vc_column width=”1/2″ el_class=”od-noto”][vc_custom_heading text=”ଭିଡ଼ିଓ ” font_container=”tag:h5|text_align:left|color:%23d97d3e” use_theme_fonts=”yes” el_class=”od-noto” css=”.vc_custom_1689527758819{margin-top: 0px !important;}”][vc_column_text][/vc_column_text][/vc_column][/vc_row][vc_row css_animation=”fadeIn” el_class=”tab-design”][vc_column el_class=”od-noto”][vc_empty_space][vc_custom_heading text=”ବ୍ୟାଖ୍ୟା ” font_container=”tag:h5|font_size:16px|text_align:left|color:%23d97d3e” google_fonts=”font_family:Muli%3A300%2C300italic%2Cregular%2Citalic|font_style:300%20light%20regular%3A300%3Anormal” el_class=”od-noto Exp-sty”][vc_column_text css=”.vc_custom_1689527739740{margin-top: 15px !important;}” el_class=”od-noto”]
ହରି ଭଗବାନ ବିଷ୍ଣୁ, ହରି ସେ ଯିଏ ସମସ୍ତ ଦୁଃଖ ହରଣ କରନ୍ତି।
ଦାତା ଯେ ଦିଅନ୍ତି
ହରିର୍ଭୋକ୍ତା ହରି ହେଉଛନ୍ତି ଭୋକ୍ତା
ହରିରନ୍ନଂ ହରି ହିଁ ଖାଦ୍ୟ
ପ୍ରଜା ସମସ୍ତ ପ୍ରାଣୀ ଜଗତ ବା ସୃଷ୍ଟି
ପତିଃ ଯିଏ ପାଳନ କରନ୍ତି
ହରିଃ ବିପ୍ର ଶରୀରସ୍ତୁ ସମଗ୍ର ସୃଷ୍ଟି ଭଗବାନଙ୍କର ଯେଉଁ ସର୍ବସମର୍ଥ ଶରୀରର ଅଂଶବିଶେଷ ।
ଭୁଂକ୍ତେ ଭୋଗ କରନ୍ତି ବା ନିଜେ ଖାଆନ୍ତି
ଭୋଜୟତେ ଯେଉଁ ଖାଦ୍ୟ ମୁଁ ଖାଏ
[/vc_column_text][vc_empty_space][/vc_column][/vc_row]