- Sri Sathya Sai Balvikas - https://sssbalvikas.in/od/ -

କରାଗ୍ରେ ବସତେ ଲକ୍ଷ୍ମୀ

Print Friendly, PDF & Email [1]
[vc_row css_animation=”fadeIn” css=”.vc_custom_1612410497958{padding-top: 0px !important;}” el_class=”scheme_default”][vc_column width=”1/2″ el_class=”title-para”][vc_custom_heading text=”ଅଡିଓ ” font_container=”tag:h5|text_align:left|color:%23d97d3e” use_theme_fonts=”yes” el_class=”od-noto” css=”.vc_custom_1689354086337{margin-top: 0px !important;}”][vc_column_text el_class=”title-para postaudio”] http://sssbalvikas.in/wp-content/uploads/2021/04/karagre_vasate.mp3 [2] [/vc_column_text][vc_column_text el_class=”od-noto”]
ପଦ୍ୟ ସମୂହ
ଅର୍ଥ

କରର ଅଗ୍ର ଭାଗରେ ଧନର ଦେବୀ ଲକ୍ଷ୍ମୀ ବାସ କରନ୍ତି। କରର ମଧ୍ୟ ଭାଗରେ ଜ୍ଞାନ ଓ ବିଦ୍ୟାର ଦେବୀ ସରସ୍ଵତୀ ବାସ କରନ୍ତି ଏବଂ କର ମୂଳରେ ସମସ୍ତଙ୍କର ସଂରକ୍ଷକ ପ୍ରଭୁ ଗୋବିନ୍ଦ ବାସ କରନ୍ତି। ତେଣୁ ପ୍ରଭାତରେ ଏହି ଭାବନା ସହ ମୁଁ ମୋର କର ଦର୍ଶନ କରୁଛି।

[/vc_column_text][/vc_column][vc_column width=”1/2″ el_class=”title-para”][vc_custom_heading text=”ଭିଡ଼ିଓ ” font_container=”tag:h5|text_align:left|color:%23d97d3e” use_theme_fonts=”yes” el_class=”od-noto” css=”.vc_custom_1689354735328{margin-top: 0px !important;}”][vc_column_text el_class=”video-sty”][/vc_column_text][/vc_column][/vc_row][vc_row css_animation=”fadeIn” el_class=”tab-design”][vc_column][vc_empty_space][vc_custom_heading text=”ବାଖ୍ୟା” font_container=”tag:h5|font_size:16px|text_align:left|color:%23d97d3e” google_fonts=”font_family:Muli%3A300%2C300italic%2Cregular%2Citalic|font_style:300%20light%20regular%3A300%3Anormal” el_class=”od-noto Exp-sty”][vc_column_text css=”.vc_custom_1689354653224{margin-top: 15px !important;}” el_class=”od-noto”]
କରାଗ୍ରେ ପାପୁଲିର ଉପର ଅଂଶ ବା ହସ୍ତାଙ୍ଗୁଳୀର ଅଗ୍ରଭାଗ
ବସତେ ଲକ୍ଷ୍ମୀ ଧନର ଦେବୀ ଲକ୍ଷ୍ମୀ ବାସ କରନ୍ତି
କରମଧ୍ୟେ ପାପୁଲିର ମଝି ଅଂଶ
ସରସ୍ଵତୀ ଜ୍ଞାନ ଓ ବିଦ୍ୟାର ଦେବୀ ସରସ୍ଵତୀ
କର ମୂଳେ ତୁ ଗୋବିନ୍ଦ ପାପୁଲିର ନିମ୍ନ ଅଂଶରେ ବିଷ୍ଣୁ (ଭଗବାନ ଯେ ସମସ୍ତଙ୍କୁ ରକ୍ଷା କରନ୍ତି ଓ ପାଳନ କରନ୍ତି)
ପ୍ରଭାତେ ପ୍ରାତଃ କାଳ ଯେତେବେଳେ ଆମେ ନିଦରୁ ଉଠୁ
କର ଦର୍ଶନମ ପାପୁଲିର ଦର୍ଶନ କରିବା
[/vc_column_text][vc_empty_space][/vc_column][/vc_row]