- Sri Sathya Sai Balvikas - https://sssbalvikas.in/od/ -

Om Sahanaavavatu Sloka

Print Friendly, PDF & Email [1]
[vc_row css_animation=”fadeIn” css=”.vc_custom_1612410497958{padding-top: 0px !important;}” el_class=”scheme_default”][vc_column width=”1/2″ el_class=”od-noto”][vc_custom_heading text=”ଅଡିଓ” font_container=”tag:h5|text_align:left|color:%23d97d3e” use_theme_fonts=”yes” el_class=”od-noto” css=”.vc_custom_1689704473313{margin-top: 0px !important;}”][vc_column_text el_class=”title-para postaudio”] http://sssbalvikas.in/wp-content/uploads/2021/04/Sahana_Vavatu.mp3 [2] [/vc_column_text][vc_column_text el_class=”od-noto”]
ପଦ୍ୟସମୂହ
ଅର୍ଥ

ଆମ ଉଭୟ (ଗୁରୁ ଓ ଶିଷ୍ୟ) ଙ୍କୁ ଭଗବାନ ରକ୍ଷା କରନ୍ତୁ। ଆମ ଉଭୟଙ୍କୁ ସେ ପରିପାଳନ କରନ୍ତୁ। ଆମମାନଙ୍କୁ କୃପା କରନ୍ତୁ ଯେପରି ଆମେ ଏକତ୍ର ପୂର୍ଣ୍ଣ ସାମର୍ଥ୍ୟର ସହ ଦିବ୍ୟ କର୍ମ ସମ୍ପାଦନ କରୁ। ଆମର ଅଧ୍ୟୟନ ଦୀପ୍ତି ମନ୍ତ ଏବଂ ଫଳପ୍ରଦ ହେଉ। ଆମେ ପରଷ୍ପର ପ୍ରତି ଦ୍ୱେଷଭାବାପନ୍ନ ନ ହେଉ। ସର୍ବତ୍ର ଶାନ୍ତି ବିରାଜମାନ କରୁ।

[/vc_column_text][/vc_column][vc_column width=”1/2″][vc_custom_heading text=”ଭିଡ଼ିଓ ” font_container=”tag:h5|text_align:left|color:%23d97d3e” use_theme_fonts=”yes” el_class=”od-noto” css=”.vc_custom_1689705251223{margin-top: 0px !important;}”][vc_column_text][/vc_column_text][/vc_column][/vc_row][vc_row css_animation=”fadeIn” el_class=”tab-design”][vc_column el_class=”od-noto”][vc_empty_space][vc_custom_heading text=”ବ୍ୟାଖ୍ୟା” font_container=”tag:h5|font_size:16px|text_align:left|color:%23d97d3e” google_fonts=”font_family:Muli%3A300%2C300italic%2Cregular%2Citalic|font_style:300%20light%20regular%3A300%3Anormal” el_class=”od-noto Exp-sty”][vc_column_text css=”.vc_custom_1689705200395{margin-top: 15px !important;}” el_class=”od-noto”]
ସହ ଉଭୟ
ନୌ ଆମ ଦୁହିଁଙ୍କୁ
ଅବତୁ ସେ ରକ୍ଷା କରନ୍ତୁ
ଭୂନକ୍ତୁ ସେ ପାଳନ କରନ୍ତୁ
ବୀର୍ଯ୍ୟଂ ଶକ୍ତି, କ୍ଷମତା, ସାହସ
କରୱା ୱହେ ଉଜ୍ଜ୍ୱଳ କରିବା, ଆଲୋକିତ କରିବା
ତେଜସ୍ୱୀ ଦୀପ୍ତିମନ୍ତ, କ୍ଷମତାଶାଳୀ, ହିତକାରୀ
ନୌ ଆମ ଉଭୟଙ୍କର
ଅଧୀତଂ ଅଧ୍ୟୟନ
ଅସ୍ତୁ ହେଉ
ମା ବିଦ୍ଵିଷା ବହୈ ଆମେ ପରସ୍ପରକୁ ଘୃଣା ନକରୁ
ଶାନ୍ତିଃ ଶାନ୍ତି
[/vc_column_text][vc_empty_space][/vc_column][/vc_row]