ପଦ୍ୟ ସମୂହ
- ତ୍ୱମେବ ମାତା ଚ ପିତା ତ୍ବମେବ
- ତ୍ଵମେବ ବନ୍ଧୁଶ୍ଚ ସଖା ତ୍ୱମେବ
- ତ୍ଵମେବ ବିଦ୍ୟା ଦ୍ରବିଣମ୍ ତ୍ୱମେବ
- ତ୍ୱମେବ ସର୍ଵଂ ମମ ଦେବ ଦେବ।
ଅର୍ଥ:
ହେ ଭଗବାନ! ତୁମେ ହିଁ ମୋର ମାତା, ତୁମେ ମୋର ପିତା, ତୁମେ ମୋର ବନ୍ଧୁ, ତୁମେ ମୋର ସଖା, ତୁମେ ହିଁ ମୋର ବିଦ୍ୟା, ତୁମେ ହିଁ ମୋର ସମ୍ପଦ (ଶକ୍ତି, ସାମର୍ଥ୍ୟ, ପରାକ୍ରମ) ତୁମେ ମୋର ସବୁକିଛି, ମୋର ଦେବାଧିଦେବ।
[/vc_column_text][/vc_column][vc_column width=”1/2″][vc_custom_heading text=”ଭିଡ଼ିଓ” font_container=”tag:h5|text_align:left|color:%23d97d3e” use_theme_fonts=”yes” el_class=”od-noto” css=”.vc_custom_1689619681509{margin-top: 0px !important;}”][vc_column_text][/vc_column_text][/vc_column][/vc_row][vc_row css_animation=”fadeIn” el_class=”tab-design”][vc_column][vc_empty_space][vc_custom_heading text=”ବାଖ୍ୟା ” font_container=”tag:h5|font_size:16px|text_align:left|color:%23d97d3e” google_fonts=”font_family:Muli%3A300%2C300italic%2Cregular%2Citalic|font_style:300%20light%20regular%3A300%3Anormal” el_class=”od-noto Exp-sty”][vc_column_text css=”.vc_custom_1689619612966{margin-top: 15px !important;}” el_class=”od-noto”]ତ୍ୱମେବ | ତୁମେ କେବଳ |
---|---|
ମାତା | ମାତା |
ଚ | ଓ |
ପିତା | ପିତା |
ବନ୍ଧୁ | ବନ୍ଧୁ ବା ସମ୍ପର୍କୀୟ |
ସଖା | ସଖା |
ବିଦ୍ୟା | ତାଲିମପ୍ରାପ୍ତ, ବୁଦ୍ଧି, ଶିକ୍ଷା |
ଦ୍ରବିଣମ୍ | ସମ୍ପଦ (ଶକ୍ତି, ସାମର୍ଥ୍ୟ, ପରାକ୍ରମ) |
ସର୍ଵଂ | ସବୁକିଛି |
ମମ ଦେବ ଦେବ | ମୋ ଦେବାଧିଦେବ |