ଗୁରୂର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ
ଅଡିଓ
ପଦ୍ୟସମୁହ
- ଗୁରୂର୍ବ୍ରହ୍ମା ଗୁରୁର୍ବିଷ୍ଣୁଃ
- ଗୁରୁର୍ଦେବୋ ମହେଶ୍ୱରଃ
- ଗୁରୁ଼ଃ ସାକ୍ଷାତ ପରଂବ୍ରହ୍ମ
- ତସ୍ମୈ ଶ୍ରୀ ଗୁରବେ ନମଃ ||
ଅର୍ଥ
ସେହି ମହାନ ଗୁରୁ ଯିଏ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଏବଂ ଯିଏ ବସ୍ତୁତଃ ପରମସତ୍ତା, ତାଙ୍କୁ ମୋର ପ୍ରଣାମ।
ଭିଡ଼ିଓ
ବ୍ୟାଖ୍ୟା
ଗୁରୁର୍ | ପ୍ରକୃତ ଗୁରୁ ସେ, ଯିଏ ଅନୁଭୂତି ମାଧ୍ୟମରେ ସତ୍ୟ କ’ଣ ଜାଣନ୍ତି ଏବଂ ଯାହାର ଦୈନନ୍ଦିନ କାର୍ଯ୍ୟାବଳୀ, ବଚନ ଓ ଚିନ୍ତା ଏହି ସତ୍ୟକୁ ପ୍ରତି ଫଳିତ କରେ। |
---|---|
ବ୍ରହ୍ମା | ଗୁରୁ ହେଉଛନ୍ତି ବ୍ରହ୍ମାଙ୍କର ସଦୃଶ ଯିଏ ପିଲା ଭିତରେ ଭଲ ଅଭ୍ୟାସର ସର୍ଜନା କରନ୍ତି। |
ବିଷ୍ଣୁ | ସେ ବିଷ୍ଣୁଙ୍କ ପରି, କାରଣ ସେ ପିଲାମାନଙ୍କ ଭିତରେ ଥିବା ସୁଗୁଣର ସୁରକ୍ଷା କରନ୍ତି। |
ଗୁରୁର୍ଦେବୋ ମହେଶ୍ବର | ସେ ମହେଶ୍ବରଙ୍କ ପରି କାରଣ ସେ ପିଲା ମାନଙ୍କ ମଧ୍ୟରୁ ଦୁଶ୍ଚିନ୍ତା ଓ ଦୂର୍ଗୁଣ ଗୁଡ଼ିକୁ ବିନଷ୍ଟ କରନ୍ତି। |
ଗୁରୁ଼ଃ ସାକ୍ଷାତ୍ ପରମବ୍ରହ୍ମ | ଯେହେତୁ ଜଣେ ନିଷ୍ଠାବାନ ଗୁରୁଙ୍କୁ ତ୍ରିଦେବଙ୍କ ଏହି ତିନୋଟି କାର୍ଯ୍ୟ କରିବାକୁ ହୁଏ, ତାଙ୍କୁ ସେମାନଙ୍କ ଠାରୁ ଅଧିକ ପବିତ୍ର ଓ ମହାନ ମନେକରଯାଏ। |
ତସ୍ମୈ ଶ୍ରୀ ଗୁରବେ ନମଃ | ସେହି ଗୁରୁଶ୍ରେଷ୍ଠଙ୍କୁ ପ୍ରଣାମ। |
Overview
- Be the first student
- Language: English
- Duration: 10 weeks
- Skill level: Any level
- Lectures: 4
-
କାର୍ଯ୍ୟାବଳୀ
-
ଅତିରିକ୍ତ ପଠନ