କରାଗ୍ରେ ବସତେ ଲକ୍ଷ୍ମୀ
ଅଡିଓ
ପଦ୍ୟ ସମୂହ
- କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ଵତୀ
- କରମୂଳେ ତୁ ଗୋବିନ୍ଦଃ ପ୍ରଭାତେ କର ଦର୍ଶନମ୍।।
ଅର୍ଥ
କରର ଅଗ୍ର ଭାଗରେ ଧନର ଦେବୀ ଲକ୍ଷ୍ମୀ ବାସ କରନ୍ତି। କରର ମଧ୍ୟ ଭାଗରେ ଜ୍ଞାନ ଓ ବିଦ୍ୟାର ଦେବୀ ସରସ୍ଵତୀ ବାସ କରନ୍ତି ଏବଂ କର ମୂଳରେ ସମସ୍ତଙ୍କର ସଂରକ୍ଷକ ପ୍ରଭୁ ଗୋବିନ୍ଦ ବାସ କରନ୍ତି। ତେଣୁ ପ୍ରଭାତରେ ଏହି ଭାବନା ସହ ମୁଁ ମୋର କର ଦର୍ଶନ କରୁଛି।
ଭିଡ଼ିଓ
ବାଖ୍ୟା
କରାଗ୍ରେ | ପାପୁଲିର ଉପର ଅଂଶ ବା ହସ୍ତାଙ୍ଗୁଳୀର ଅଗ୍ରଭାଗ |
---|---|
ବସତେ ଲକ୍ଷ୍ମୀ | ଧନର ଦେବୀ ଲକ୍ଷ୍ମୀ ବାସ କରନ୍ତି |
କରମଧ୍ୟେ | ପାପୁଲିର ମଝି ଅଂଶ |
ସରସ୍ଵତୀ | ଜ୍ଞାନ ଓ ବିଦ୍ୟାର ଦେବୀ ସରସ୍ଵତୀ |
କର ମୂଳେ ତୁ ଗୋବିନ୍ଦ | ପାପୁଲିର ନିମ୍ନ ଅଂଶରେ ବିଷ୍ଣୁ (ଭଗବାନ ଯେ ସମସ୍ତଙ୍କୁ ରକ୍ଷା କରନ୍ତି ଓ ପାଳନ କରନ୍ତି) |
ପ୍ରଭାତେ | ପ୍ରାତଃ କାଳ ଯେତେବେଳେ ଆମେ ନିଦରୁ ଉଠୁ |
କର ଦର୍ଶନମ | ପାପୁଲିର ଦର୍ଶନ କରିବା |
Overview
- Be the first student
- Language: English
- Duration: 10 weeks
- Skill level: Any level
- Lectures: 2
-
କାର୍ଯ୍ୟାବଳୀ
-
ଅତିରିକ୍ତ ପଠନ