ବକ୍ରତୁଣ୍ଡ ମହାକାୟ ଶ୍ଳୋକ – ସାମୁହିକ କାର୍ଯ୍ୟାବଳୀ
ବକ୍ରତୁଣ୍ଡ ମହାକାୟ ଶ୍ଳୋକ – ସାମୁହିକ କାର୍ଯ୍ୟାବଳୀ
ନାମ ଗୁଡ଼ିକୁ ତାଙ୍କର ଉପଯୁକ୍ତ ଅର୍ଥ ସହ ଯୋଗ କରନ୍ତୁ ।
| କ୍ରମିକ ସଂଖ୍ୟା | ନାମ | ଅର୍ଥ | ଠିକ୍ ଭାବରେ ଉତ୍ତର ଭରନ୍ତୁ |
|---|---|---|---|
| 1. | ଏକଦନ୍ତ | ବକ୍ରତୁଣ୍ଡ ଧାରୀ ଦେବତା |
|
| 2. | ଗଜାନନ | ଯାହାଙ୍କର ବାହନ ମୂଷା |
|
| 3. | ଗଣପତି | ବିଶାଳ ଉଦରଧାରୀ ପ୍ରଭୁ |
|
| 4. | ଲମ୍ବୋଦର | ଗଣ ମାନଙ୍କର ପ୍ରଭୁ |
|
| 5. | ମହାଗଣପତି | ଗଜମୁଖଧାରୀ ଦେବତା |
|
| 6. | ମୂଷିକ ବାହନ | ଏକ ଦନ୍ତ ଧାରୀ ଦେବତା |
|
| 7. | ବକ୍ରତୁଣ୍ଡ | ସର୍ବ ଶ୍ରେଷ୍ଠ ଭଗବାନ୍ |
|

