ବକ୍ରତୁଣ୍ଡ ମହାକାୟ ଶ୍ଳୋକ – ସାମୁହିକ କାର୍ଯ୍ୟାବଳୀ

ବକ୍ରତୁଣ୍ଡ ମହାକାୟ ଶ୍ଳୋକ – ସାମୁହିକ କାର୍ଯ୍ୟାବଳୀ

ନାମ ଗୁଡ଼ିକୁ ତାଙ୍କର ଉପଯୁକ୍ତ ଅର୍ଥ ସହ ଯୋଗ କରନ୍ତୁ ।

କ୍ରମିକ ସଂଖ୍ୟା ନାମ ଅର୍ଥ ଠିକ୍ ଭାବରେ ଉତ୍ତର ଭରନ୍ତୁ
1. ଏକଦନ୍ତ ବକ୍ରତୁଣ୍ଡ ଧାରୀ ଦେବତା

2. ଗଜାନନ ଯାହାଙ୍କର ବାହନ ମୂଷା

3. ଗଣପତି ବିଶାଳ ଉଦରଧାରୀ ପ୍ରଭୁ

4. ଲମ୍ବୋଦର ଗଣ ମାନଙ୍କର ପ୍ରଭୁ

5. ମହାଗଣପତି ଗଜମୁଖଧାରୀ ଦେବତା

6. ମୂଷିକ ବାହନ ଏକ ଦନ୍ତ ଧାରୀ ଦେବତା

7. ବକ୍ରତୁଣ୍ଡ ସର୍ବ ଶ୍ରେଷ୍ଠ ଭଗବାନ୍