ତ୍ୱମେବ ମାତା

ଅଡିଓ
ପଦ୍ୟ ସମୂହ
- ତ୍ୱମେବ ମାତା ଚ ପିତା ତ୍ବମେବ
- ତ୍ଵମେବ ବନ୍ଧୁଶ୍ଚ ସଖା ତ୍ୱମେବ
- ତ୍ଵମେବ ବିଦ୍ୟା ଦ୍ରବିଣମ୍ ତ୍ୱମେବ
- ତ୍ୱମେବ ସର୍ଵଂ ମମ ଦେବ ଦେବ।
ଅର୍ଥ:
ହେ ଭଗବାନ! ତୁମେ ହିଁ ମୋର ମାତା, ତୁମେ ମୋର ପିତା, ତୁମେ ମୋର ବନ୍ଧୁ, ତୁମେ ମୋର ସଖା, ତୁମେ ହିଁ ମୋର ବିଦ୍ୟା, ତୁମେ ହିଁ ମୋର ସମ୍ପଦ (ଶକ୍ତି, ସାମର୍ଥ୍ୟ, ପରାକ୍ରମ) ତୁମେ ମୋର ସବୁକିଛି, ମୋର ଦେବାଧିଦେବ।
ଭିଡ଼ିଓ
ବାଖ୍ୟା
| ତ୍ୱମେବ | ତୁମେ କେବଳ |
|---|---|
| ମାତା | ମାତା |
| ଚ | ଓ |
| ପିତା | ପିତା |
| ବନ୍ଧୁ | ବନ୍ଧୁ ବା ସମ୍ପର୍କୀୟ |
| ସଖା | ସଖା |
| ବିଦ୍ୟା | ତାଲିମପ୍ରାପ୍ତ, ବୁଦ୍ଧି, ଶିକ୍ଷା |
| ଦ୍ରବିଣମ୍ | ସମ୍ପଦ (ଶକ୍ତି, ସାମର୍ଥ୍ୟ, ପରାକ୍ରମ) |
| ସର୍ଵଂ | ସବୁକିଛି |
| ମମ ଦେବ ଦେବ | ମୋ ଦେବାଧିଦେବ |
Overview
- Be the first student
- Language: English
- Duration: 10 weeks
- Skill level: Any level
- Lectures: 2
-
କାର୍ଯ୍ୟାବଳୀ
-
ଅତିରିକ୍ତ ପଠନ







![Ashtothram [1-27] Sloka](https://sssbalvikas-s3.s3.ap-south-1.amazonaws.com/wp-content/uploads/2021/04/ashtothram-tiles.png)












