ବକ୍ରତୁଣ୍ଡ ମହାକାୟ
![Vakrathunda Tile Img Vakrathunda Tile Img](https://sssbalvikas.in/wp-content/uploads/2021/02/Vakrathunda-Tile-Img.jpg)
ଅଡିଓ
ପଦ୍ୟ ସମୂହ
- ବକ୍ରତୁଣ୍ଡ ମହାକାୟ
- ସୂର୍ଯ୍ୟ କୋଟି ସମପ୍ରଭ
- ନିର୍ବିଘ୍ନମ କୁରୁମେ ଦେବ
- ସର୍ବ କାର୍ଯ୍ୟେ ସୁସର୍ବଦା ।।
ଅର୍ଥ
ହେ ବକ୍ରତୁଣ୍ଡ, ବିଶାଳ ଶରୀର ବିଶିଷ୍ଟ, କୋଟି ସୂର୍ଯ୍ୟ ସମ ତେଜ ଯୁକ୍ତ ଦେବତା (ଯାହାଙ୍କର ବୁଦ୍ଧିମତ୍ତା କୋଟିଏ ସୂର୍ଯ୍ୟଙ୍କର ଆଭା ଠାରୁ ଅଧିକ), ହେ ପ୍ରଭୁ, ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ଯେ ସଦା ସର୍ବଦା ମୁଁ କରୁଥିବା ଉତ୍ତମ କାର୍ଯ୍ୟ ପଥରେ ଆସୁଥିବା ସମସ୍ତ ବାଧା-ବିଘ୍ନକୁ ହରଣ କରନ୍ତୁ ।
ଭିଡ଼ିଓ
ବ୍ୟାଖ୍ୟା
ବକ୍ରତୁଣ୍ଡ | ବଙ୍କା ଶୁଣ୍ଢ |
---|---|
ମହାକାୟ | ବିଶାଳ ଶରୀର |
ସୂର୍ଯ୍ୟକୋଟି | କୋଟିଏ ସୂର୍ଯ୍ୟ ସମ ତେଜ |
ସମପ୍ରଭ | କୋଟିଏ ସୂର୍ଯ୍ୟଙ୍କ ଆଭା ଠାରୁ ଅଧିକ ବୁଦ୍ଧିମତ୍ତା ସମ୍ପନ୍ନ |
ନିର୍ବିଘ୍ନଂ କୁରୁମେ | ସମସ୍ତ ବାଧା ବିଘ୍ନ ଦୂର କରିଥାନ୍ତି |
ଦେବ | ହେ ପ୍ରଭୁ |
ସର୍ବ କାର୍ଯ୍ୟେ ସୁସର୍ବଦା | ସଦା ସର୍ବଦା ସମସ୍ତ କାର୍ଯ୍ୟରେ |
Overview
- Be the first student
- Language: English
- Duration: 10 weeks
- Skill level: Any level
- Lectures: 2
-
କାର୍ଯ୍ୟାବଳୀ
-
ଅତିରିକ୍ତ ପଠନ