ହରିର୍ଦାତା
ଅଡିଓ
ପଦ୍ୟ ସମୂହ:
- ହରିର୍ଦାତା ହରିର୍ଭୋକ୍ତା ହରିରନ୍ନଂ ପ୍ରଜାପତିଃ
- ହରିଃ ବିପ୍ର ଶରୀରସ୍ତୁ ଭୁଂକ୍ତେ ଭୋଜୟତେ ହରିଃ ।।
ଅର୍ଥ
ହରି, ସର୍ବ ଜୀବଙ୍କର ପ୍ରଭୁ। ସେ ହେଉଛନ୍ତି ଦାତା, ଭୋକ୍ତା ଓ ସ୍ଵୟଂ ଖାଦ୍ୟ। ବିପ୍ରଙ୍କ ଶରୀର ହିଁ ହରି। (ବିପ୍ର ସିଏ, ଯିଏ ଦିବ୍ୟଜ୍ଞାନ ଓ ପ୍ରଜ୍ଞାର ଉଜ୍ଵଳତାରେ ଉଦ୍ଭାସିତ।) ହରି ହେଉଛନ୍ତି ସେ, ଯିଏ ନିଜେ ଖାଦ୍ୟ ଗ୍ରହଣ କରନ୍ତି ଓ ଅନ୍ୟକୁ ମଧ୍ୟ ଖାଦ୍ୟ ପ୍ରଦାନ କରନ୍ତି।
ଭିଡ଼ିଓ
ବ୍ୟାଖ୍ୟା
ହରି | ଭଗବାନ ବିଷ୍ଣୁ, ହରି ସେ ଯିଏ ସମସ୍ତ ଦୁଃଖ ହରଣ କରନ୍ତି। |
---|---|
ଦାତା | ଯେ ଦିଅନ୍ତି |
ହରିର୍ଭୋକ୍ତା | ହରି ହେଉଛନ୍ତି ଭୋକ୍ତା |
ହରିରନ୍ନଂ | ହରି ହିଁ ଖାଦ୍ୟ |
ପ୍ରଜା | ସମସ୍ତ ପ୍ରାଣୀ ଜଗତ ବା ସୃଷ୍ଟି |
ପତିଃ | ଯିଏ ପାଳନ କରନ୍ତି |
ହରିଃ ବିପ୍ର ଶରୀରସ୍ତୁ | ସମଗ୍ର ସୃଷ୍ଟି ଭଗବାନଙ୍କର ଯେଉଁ ସର୍ବସମର୍ଥ ଶରୀରର ଅଂଶବିଶେଷ । |
ଭୁଂକ୍ତେ | ଭୋଗ କରନ୍ତି ବା ନିଜେ ଖାଆନ୍ତି |
ଭୋଜୟତେ | ଯେଉଁ ଖାଦ୍ୟ ମୁଁ ଖାଏ |
Overview
- Be the first student
- Language: English
- Skill level: Any level
- Lectures: 3
-
କାର୍ଯ୍ୟାବଳୀ
-
ଅତିରିକ୍ତ ପଠନ