ଅସତୋ ମା
ଅଡିଓ
ପଦ୍ୟ ସମୂହ
- ଅସତୋ ମା ସଦଗମୟ।
- ତମସୋ ମା ଜ୍ୟୋତିର୍ଗମୟ।
- ମୃତ୍ୟୋର୍ମା ଅମୃତଂ ଗମୟ।
- ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।
ଅର୍ଥ
ମୋତେ ଅସତ୍ ରୁ ସତ୍ ଆଡକୁ ଘେନିଯାଅ, ଅନ୍ଧକାରରୁ ଆଲୋକ ଆଡକୁ ଘେନି ଯାଅ, ମୃତ୍ୟୁରୁ ଅମୃତତ୍ୱ ଆଡକୁ ଘେନି ଯାଅ।
ଭିଡ଼ିଓ
ବ୍ୟାଖ୍ୟା
ଅସତୋ | ଯାହା ଶାଶ୍ଵତ ନୁହଁ |
---|---|
ମା | ମୋତେ |
ସଦ୍ ଗମୟ | ସତ୍ ଆଡକୁ ମୋତେ ଘେନି ଯାଅ |
ତମସୋ | ଅନ୍ଧକାରରୁ |
ଜ୍ୟୋତିର୍ଗମୟ | ଆଲୋକ ଆଡ଼କୁ ଘେନି ଯାଅ |
ମୃତ୍ୟୋର୍ | ମୃତ୍ୟୁ ଠାରୁ |
ଅମୃତଂ ଗମୟ | ଯାହା ଚିରନ୍ତନ, ଶାଶ୍ୱତ |
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ | ଆଧିଭୌତିକ, ଆଧିଦୈବିକ, ଆଧ୍ୟାତ୍ମିକ ଶାନ୍ତି। |
Overview
- Be the first student
- Language: English
- Duration: 10 weeks
- Skill level: Any level
- Lectures: 2
-
ଅତିରିକ୍ତ ପଠନ
-
କାର୍ଯ୍ୟାବଳୀ